ଓଡିଶା ବର୍ତ୍ତମାନ ଅନଲକ୍ ପର୍ଯ୍ୟାୟରେ ଆସି ପହଞ୍ଚିଛି | ସେପ୍ଟେମ୍ବର ମାସରେ ପ୍ରମୁଖ ଅନୁମତିପ୍ରାପ୍ତ ସ୍ଥଳ ଖୋଲିଛି - ମଲ୍ ଗୁଡିକ ପୂର୍ବରୁ ଖୋଲା ଯାଇଥିବା ବେଳେ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶାବଳୀ ଅନୁଯାୟୀ ରେଷ୍ଟୁରାଣ୍ଟ ଭିତରେ ବସି ଲୋକମାନଙ୍କୁ ଖାଦ୍ୟ ଗ୍ରହଣ କରିବାକୁ ଅନୁମତି ଦିଆଯାଇଛି | ଅନ୍ୟପକ୍ଷରେ ପର୍ଯ୍ୟଟନ ସ୍ଥଳୀ ପୁଣି ଥରେ ଖୋଲିଛି | ଅଗଷ୍ଟ ମାସରେ ପୁରୀରେ ସପ୍ତାହନ୍ତ ବନ୍ଦ ସରିଯାଇଥିବା ବେଳେ, କଡା ସୁରକ୍ଷା ବଳୟ ମଧ୍ୟରେ ଏବଂ ପରିଦର୍ଶନ ପାଇଁ ୧୫୦୦ ପର୍ଯ୍ୟଟକଙ୍କୁ ଦୁଇ ଭାଗରେ ବିଭକ୍ତ କରି କୋଣାର୍କ ମନ୍ଦିର ସେପ୍ଟେମ୍ବର ମାସ ୧ ତାରିଖରୁ ପରିଦର୍ଶକମାନଙ୍କ ପାଇଁ ଖୋଲିଥିଲା |
![](https://static.wixstatic.com/media/9bb9e9_f8e275f36a4248fdb989d80e38dca0d2~mv2.jpeg/v1/fill/w_980,h_980,al_c,q_85,usm_0.66_1.00_0.01,enc_auto/9bb9e9_f8e275f36a4248fdb989d80e38dca0d2~mv2.jpeg)
![](https://static.wixstatic.com/media/9bb9e9_ac06b7a0e20c453ca6800f123f382b46~mv2.jpeg/v1/fill/w_980,h_979,al_c,q_85,usm_0.66_1.00_0.01,enc_auto/9bb9e9_ac06b7a0e20c453ca6800f123f382b46~mv2.jpeg)
![](https://static.wixstatic.com/media/9bb9e9_0c46a964eba04b5e9daaaaed09074dc9~mv2.jpeg/v1/fill/w_980,h_979,al_c,q_85,usm_0.66_1.00_0.01,enc_auto/9bb9e9_0c46a964eba04b5e9daaaaed09074dc9~mv2.jpeg)
![](https://static.wixstatic.com/media/9bb9e9_dba1b5d6390548c3acf62285537e89d0~mv2.jpeg/v1/fill/w_980,h_980,al_c,q_85,usm_0.66_1.00_0.01,enc_auto/9bb9e9_dba1b5d6390548c3acf62285537e89d0~mv2.jpeg)
![](https://static.wixstatic.com/media/9bb9e9_14a97f289c9d4856b8cb007e20969118~mv2.jpeg/v1/fill/w_980,h_980,al_c,q_85,usm_0.66_1.00_0.01,enc_auto/9bb9e9_14a97f289c9d4856b8cb007e20969118~mv2.jpeg)
![](https://static.wixstatic.com/media/9bb9e9_8af84a2ad1c04046a02491f23197b4b7~mv2.jpeg/v1/fill/w_980,h_980,al_c,q_85,usm_0.66_1.00_0.01,enc_auto/9bb9e9_8af84a2ad1c04046a02491f23197b4b7~mv2.jpeg)
![](https://static.wixstatic.com/media/9bb9e9_b0b2c6cc0da84c2d8c30323053a5fb3b~mv2.jpeg/v1/fill/w_980,h_981,al_c,q_85,usm_0.66_1.00_0.01,enc_auto/9bb9e9_b0b2c6cc0da84c2d8c30323053a5fb3b~mv2.jpeg)
![](https://static.wixstatic.com/media/9bb9e9_fbde36c8dc6b4298b6cae16fcdc730b4~mv2.jpeg/v1/fill/w_980,h_980,al_c,q_85,usm_0.66_1.00_0.01,enc_auto/9bb9e9_fbde36c8dc6b4298b6cae16fcdc730b4~mv2.jpeg)
![](https://static.wixstatic.com/media/9bb9e9_89b99ce6c19e4c7784537b36d28ce6c8~mv2.jpeg/v1/fill/w_980,h_981,al_c,q_85,usm_0.66_1.00_0.01,enc_auto/9bb9e9_89b99ce6c19e4c7784537b36d28ce6c8~mv2.jpeg)
Comments